ପ୍ରୀତିମହ୍ୱାର ସିଡିକୁ ଊନ୍ମୋଚନ କଲେ ଜିଲ୍ଳ୍ାପାଳ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଳ୍ାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏକ ଭିନ୍ନ ସ୍ୱାଦର ଆଧୁନିକ ଅଡିଓ ସିଡି ପ୍ରୀତିମହ୍ଳାରକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଊନ୍ମୋଚନ କରିଚ୍ଥନ୍ତି । ସୋମବାର ସଂଧ୍ୟାରେ ଊନ୍ମୋଚନ ହୋଇଥିବା ଏହି ସିଡିରେ ମୋଟ ୮ ଟି ଗୀତ ସ୍ଥାନୀତ ହୋଇଚ୍ଥି । ଶୁଭମ୍ ମ୍ୟୁଜିକ ପକ୍ଷରୁ ପ୍ରସ୍ତୁତ ଏହି ସିଡିର ସମସ୍ତ ଗୀତ ଗୁଡିକୁ ସଂଗୀତ ନିର୍ଦ୍ଦେଶନା ଦେଇଚ୍ଥନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ । ଗୀତ ଗୁଡିକୁ ଲେଖିଚ୍ଥ୍ନ୍ତି ଜିଲ୍ଳ୍ାପାଳ ଶ୍ରୀ ଦାସ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାସ ଓ କବି ନିରଂଜନ ଜେନା । ଗୀତ ଗୁଡିକରେ କଣ୍ଠ ଦାନ କରିଚ୍ଥନ୍ତି ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଅମ୍ରିତା ନାୟକ, ଶକ୍ତି ମିଶ୍ର ପ୍ରଜ୍ଞା ହୋତା, କରୁଣାକର, କୁମାର ଦିଲୀପ, ଅରୁପମା ନାୟକ ଓ ମିତାଲି ପତି । ଗୀତ ଗୁଡିକର ରଚନା ଓ ଊପସ୍ଥାପନା ଭଲ ହୋଇଚ୍ଥି । ଏହା ଶ୍ରୋତାଙ୍କୁ ଆକୃଷ୍ଟ କରିବ ବୋଲି ଜିଲ୍ଳ୍ାପାଳ ଆଶା ପ୍ରକାଶ କରିଚ୍ଥନ୍ତି । ଏହି ସିଡି ଊନ୍ମୋଚନ ସମୟରେ ଜିଲ୍ଳ୍ାପାଳଙ୍କ ସହ ଊପଜିଲ୍ଳ୍ାପାଳ ଶ୍ରୀ ଧଳ, ଲୋକ ସଂପର୍କ ଅଧିକାରୀ ଶ୍ରୀ ସେଠୀ, ସଂଗୀତ ନିର୍ଦ୍ଦେଶକ ଶ୍ରୀ ମଲ୍ଲିକ, ଗୀତିକାର ନଳିନୀ ପ୍ରଭା, କଣ୍ଠ ଶିଳ୍ପୀ ମିତାଲି ଓ ସମାଜସେବୀ ସମର ବିଜୟ ଶରଣ ପ୍ରମୁଖ ଊପସ୍ଥିତ ଥିଲେ ।