ଦୁନିଆର ସବୁଠୁ ଦାମିକା ସହର ପ୍ୟାରିସ

ଦୁନିଆର ସବୁଠାରୁ ଶସ୍ତା ଏବଂ ମହଙ୍ଗା ସହରର ନାମ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ତିନୋଟି ସହର ଟପରେ ରହିଛନ୍ତି । ସୂଚନାନୁସାରେ, ମହଙ୍ଗା ସହର ମଧ୍ୟରେ ପ୍ୟାରିସ ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ଶସ୍ତା ସହର କଥା କହିବା ସେଥିରେ ବାଙ୍ଗାଲୋର ,ଚେନ୍ନାଇ ଏବଂ ଦିଲ୍ଲୀ ରହିଛି । ଏହି ସହର ସବୁ ଟପ୍ ୧୦ ମଧ୍ୟରେ ରହିଛନ୍ତି ।

ବାଙ୍ଗାଲୋର ଶସ୍ତା ସହର ହେବାର କାରଣ ଏଠାରେ ମହିଳାଙ୍କ କେଶ ପ୍ରାସାଧାନ ଖର୍ଚ୍ଚ ୧୪ ଡଲାର ଯାହା ୧୦୧୦ ଟଙ୍କା । ପ୍ୟାରିସରେ ମହିଳା ମାନଙ୍କ କେଶ ପ୍ରସାଧାନ ଖର୍ଚ୍ଚ ୧୧୯.୦୪ ଡଲାର ଯାହା ୮,୨୩୮ ଟଙ୍କା । ଦୁନିଆର ୧୩୩ ସହରକୁ ନଜରରେ ରଖି ଏହି ଦାମୀ ତୁଳନାତ୍ମକ ଅଧ୍ୟୟନ କରାଯାଇ ରାଙ୍କ୍ ପ୍ରଦାନ କରାଯାଇଛି । ରିସର୍ଚରୁ ଜଣାପଡିଛି ୧୩୩ ସହରର ପ୍ରାୟ ୧୫୦ରୁ ଅଧିକ ଜିନିଷକୁ ମଧ୍ୟ ତୁଳନା କରାଯାଇଛି । ଏହି ଜିନିଷ ମଧ୍ୟରେ ଗାଡି, ଖାଦ୍ୟ ,ଖେଳ, ଯାତାୟାତ, ବସ୍ତ୍ର ଇତ୍ୟାଦି ରହିଛି ଦୁନିଆର ସବୁଠାରୁ ମହଙ୍ଗା ସହର –

-ସିଙ୍ଗାପୁର(୧)

-ପ୍ୟାରିସ, ଫ୍ରାନ୍ସ (୧)

-ଚୀନ,ହଙ୍ଗକଙ୍କ (୧)

-ଜୁରିଚ,ସୁଇଜରଲ୍ୟାଣ୍ଡ (୪)

-ଜେନିଭା,ସୁଇଜରଲ୍ୟାଣ୍ଡ (୫)

-ଜାପାନ, ଓସ୍କା(୫)

-ସାଉଥ କୋରିଆ , ସୋଏଲ(୭)

-ଡେନମାର୍କ, କୋପେନହାଙ୍ଗ (୭)

-ନ୍ୟୁୟର୍କ, ୟୁନାଇଟେଡଷ୍ଟେଟ(୭)

-ଫ୍ଲାଟଆଭିଭ ,ଇସ୍ରାଏଲ(୧୦)

-ଲସ ଆନଜେଲସ ,ୟୁ ନାଇଟେଡ ଷ୍ଟେଟ(୧୦)

ଦୁନିଆର ସବୁଠାରୁ ଶସ୍ତା ସହର –

ଚେନ୍ନାଇ ,ଭାରତ(୧୨୫)

ନୂଆଦିଲ୍ଲୀ ,ଭାରତ(୧୨୩).

ଏହି ଶସ୍ତା ସହରର ତାଲିକାରେ ୪ଟି ଭାରତୀୟ ସହର ରହିଛନ୍ତି । ଏହି ୪ ସହର ମଧ୍ୟରେ ବାଙ୍ଗାଲୁରୁ(୧୨୯),ଚେନ୍ନାଇ(୧୨୫),ନୂଆଦିଲ୍ଲୀ(୧୨୩),ମୁମ୍ବାଇ(୧୨୨) ରହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ