ଆମ ଜିଲ୍ଲା ସାବିତ୍ରୀ ମହିଳା ମହାବିଦ୍ୟାଳୟର କିରାଣୀଙ୍କ ହୃଦଘାତରେ ମୃତ୍ୟୁ 20/03/201920/03/2019 admin 0 Comments ସାବିତ୍ରୀ ମହିଳା ମହାବିଦ୍ୟାଳୟର କିରାଣୀଙ୍କ ହୃଦଘାତରେ ମୃତ୍ୟୁ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଏସ. ଗୋପାଳ ରାଓଙ୍କର ହୃଦଘାତରେ ମୃତ୍୍ୟୁ ହୋଇଛି । ଆଜି ଅପରାହ୍ନ ୧.୪୫ ସମୟରେ ଭଞ୍ଜନଗରରେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍୍ୟୁବରଣ କରିଥିବା ଜଣାପଡିଛି । Spread the love