ବିଶ୍ୱ ଏଡ଼ସ ଦିବସ ସଚେତନତା
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର ଉତ୍କଳମଣି ସେବା ସଙ୍ଘ ତରଫରୁ ମଙ୍ଗଳବାର ବିଶ୍ୱ ଏଡ଼ସ ଦିବସ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଖଲିଙ୍ଗି ଗ୍ରାମ ପରିଭ୍ରମଣ କରି ଲୋକଙ୍କୁ ଏଡ଼ସ ମହାମାରୀ ବିଷୟରେ ଲୋକଙ୍କୁ ସଚେତନତା କରାଯାଇଥିଲା lଏହି କାଯ୍ୟକ୍ରମ ରେ ଉତ୍କଳମଣି ସେବା ସଙ୍ଘ ସଭାପତି ମିଥୁନୁ ନାହାକ, ସମ୍ପାଦକ ନିରାକାର ମହାନ୍ତି, ବିଜୟ, ଶରତ, ସ୍ୱରାଜ, ଦୁର୍ଗା, ଦୀପକ, ଚିତ୍ତ, ନାରାୟଣ ଏବଂ ଗ୍ରାମର ଯୁବ ପିଡ଼ି ସହଯୋଗ କରିଥିଲେ l


