ବିଶ୍ୱ ମାନବାଧିକାର ଦିବସ ପାଳିତ

କେନ୍ଦ୍ରାପଡ଼ା,( ଚିତ୍ତରଞ୍ଜନ ଦାସ): ଭାରତୀୟ ମାନବ ଅଧିକାର କାଉନସିଲ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାକାଳପଡାସ୍ଥିତ ଭାରତୀୟ ମାନବ ଅଧିକାର କାଉନସିଲ ଜିଲ୍ଲା ଶାଖା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ନିରାକାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କାଉନସିଲର ଜାତୀୟ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ନିରଞ୍ଜନ ପରିଡା, ଆଇନ ପରାମର୍ଶଦାତା ସୈାମ୍ୟରଞ୍ଜନ ଧଳ, ରାଜ୍ୟ ମିଡିଆ ପ୍ରଭାରୀ ଶୁଭେନ୍ଦୁ ସିଂ, ମହାକାଳପଡା ବ୍ଲକ ସଭାପତି ଚିତ୍ତରଞ୍ଜନ ତରାଇ ଓ ସମ୍ପାଦକ ଫକିର ଖଟୁଆ ପ୍ରମୁଖ ଯୋଗଦେଇ ବିଶ୍ୱ ମାନବାଧିକାର ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ