ଛତ୍ରପୁରରେ ଉପଜିଲ୍ଲାପାଳଙ୍କ ନିକଟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ । ବ୍ରହ୍ମପୁର ବିଧାନସଭା ପାଇଁ ନିଜ ଦଳର ସମର୍ଥକଭଙ୍କ ସହ ଆସି ବିଜେଡରୁ ମଧ୍୍ୟ ନାମାଙ୍କନ ପତ୍ର ଭରିଛନ୍ତି ଶ୍ରୀୟୁକ୍ତ ବିକ୍ରମ ପଣ୍ଡା ।