୧୫୦ତମ ଗାନ୍ଧୀ ଜୟନ୍ତୀ, ମୁକ୍ତ ହେଲେ ୬୧୧ କଏଦୀ

ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଚଳିତ ସପ୍ତାହରେ ୬୧୧ ଜଣ କଏଦୀଙ୍କୁ ଜେଲ୍ରୁ ମୁକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କ୍ଷମା ଯୋଜନା ଅଧୀନରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୬୧୧ ଜଣ କଏଦୀଙ୍କୁ ଜେଲରୁ ମୁକ୍ତ କରାଯାଇଛି । ତେବେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ୨୦୧୮ ମସିହାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଏଯାବତ୍ ୨, ୦୩୫ ଜଣ ମୁକ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ