ବାଲାଂଦେଶ ଉପରେ ପଡିଛି ପିଆଜ ଦର ବୃଦ୍ଧିର ପ୍ରଭାବ – ଶେଖ ହସିନା

ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଶନିବାର ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଭାରତ ଓ ବାଲାଂଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରାଯିବ ବୋଲି ସୁଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର । ତେବେ ଶେଖ ହସିନା ଭାରତକୁ ଆସିଥିବାବେଳେ ପିଆଜକୁ ନେଇ ଭାରତ ସରକାର ନେଇଥିବା ନିଷ୍ପତ୍ତି ଉପରେ ସେ ନିରାଶ ହୋଇଛନ୍ତି । ସୁଚନାନୁସାରେ, କିଛିଦିନତଳେ ପିଆଜର ହଠାତ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଭାରତ ଏହାର ରପ୍ତାନୀ ବିଦେଶକୁ ବନ୍ଦ କରିଦେଇଥିଲା । ଯାହାର ପ୍ରଭାବ ବାଲାଂଦେଶ ଉପରେ ପଡିଛି ବୋଲି ଶେଖ ହସିନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ