ଦେଶସବାସୀ ଙ୍କୁ ଶୁଭେଚ୍ଚା ଜଣାଇଲେ ମୋଦୀ ଓ ଧର୍ମେନ୍ଦ୍ର ପ୍ରଧାନ
ସାରା ଦେଶରେ ଚାଲିଛି ମା ଙ୍କ ନବମୀ ପୂଜା ଏହି ଉପଲକ୍ଷେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶ ବାସୀ ଙ୍କୁ ନିଟ ଟ୍ୱିଇଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ ରେ କହିଛନ୍ତି ମାଁ ସିଦ୍ଧିଦାତ୍ରୀଙ୍କ କୃ ପାରେ ଆମେ ସବୁ ଆମ ସିଦ୍ଧି ପ୍ରାପ୍ତ କରିବା । ଅନ୍ୟ ପକ୍ଷରେ ଓଡିଶା ବାସୀ ଙ୍କୁ ଦୂର୍ଗା ପୂଜା ଅବସରରେ ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।