୬୮୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ : ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ହେବେ ବୋଲି ଚିତ୍ର ସ୍ପଷ୍ଟ ହେବା ଫଳରେ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନସେକ୍ସ ୬୮୯.୧୯ ପଏଣ୍ଟ ଉପରକୁ ଉଠି ୪୮,୭୮୨.୫୧ ପଏଣ୍ଟରେ ବନ୍ଦ ହୋଇଛି। ଷ୍ଟକ ବଜାରରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୧୯୫.୬୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବା ଫଳରେ ଆଜି ଗୋଟିଏ ଦିନରେ ନିବେଶକମାନେ ୨.୪୬ ଲକ୍ଷ କୋଟି ଟଙ୍କାର ଲାଭ କରି ପାରିଛନ୍ତି। ନିଫଟି ୨୦୯.୯୦ ପଏଣ୍ଟ ବୃଦ୍ଧି ଘଟି ୧୪,୩୪୭.୨୫ ପଏଣ୍ଟରେ ବନ୍ଦ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ