ପତାକା ପ୍ରଦର୍ଶନ ଆଶଙ୍କାରେ ଥାନାରେ ୪ଜଣଙ୍କୁ ଅଟକ
ନାଉଗାଁ,(ଓ୍ବାଇଏନ୍ଏସ୍):ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ବିରୋଧା ଚରଣ ଆଶଙ୍କାରେ ନାଉଗାଁ ଥାନା ପକ୍ଷରୁ ଏବିଭିପିର ଜିଲ୍ଲା ସଂଯୋଜକ ବିଶ୍ୱଜିତ ପାତ୍ର ଓ ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ସୁନିଲ ମାଟିଆ, ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ଯୁବ ସାଧାରଣ ସଂପାଦକ ନାରାୟଣ ଲେଙ୍କା ଆଦିଙ୍କୁ ଥାନାରେ ଅଟକ ରଖାଯାଇଥିଲା । ମନ୍ତ୍ରୀଙ୍କ ଗ୍ରସ୍ତ ପରେ ୪ଜଣଙ୍କୁ ଛଡା ଯାଇଥିବା ଥାନା ଆଇଆଇସି ଭରତ କୁମାର ବେହେରା ପ୍ରକାଶ କରିଛନ୍ତି ।


