ରାଞ୍ଚି ରେ ଆଜି ତୃୃତୀୟ ଟେଷ୍ଟ

(ଯୁଗାବ୍ଦ ନ୍ୟୁଜ) ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ର ଆଜି ୩ ୟ ଟେଷ୍ଟ ମ୍ୟାଚ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବିରାଟ ବାହିନୀ । ଦୁଇଟି ଟେଷ୍ଟ କୁ ଜିତିବା ପରେ ଲକ୍ଷ୍ୟ ଏବୋ ୩ୟ ଟେଷ୍ଟ କୁ ଜିତି ସିରିଜ କୁ କ୍ଲିନସୁଇଫ କରିବା । ଭାରତୀୟ ବ୍ୟାଟିଂ ଲାଇନ୍ର ସମସ୍ତ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର୍କରି ଫର୍ମରେ ରହିଛନ୍ତି। ଦଳକୁ ଅଧିକ ଉତ୍ସାହିତ କରିଛି ପ୍ରଥମଥର ପାଇଁ ଇନିଂସ ଓପନ୍ କରିଥିବା ରୋହିତ ଶର୍ମା ଓ ଟେଷ୍ଟ ଓପ୍ନର ଭାବେ ସ୍ଥାନ ଦୃଢ଼ କରି ଚାଲିଥିବା ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟିଂ ଫର୍ମ। ଉଭୟ ଓପ୍ନର ଶତକ ହାସଲ କରିଛନ୍ତି। ଅଧିନାୟକ ବିରାଟ କୋହଲି ୨ୟ ଟେଷ୍ଟରେ ଦ୍ବିଶତକ ମାରିଥିବା ବେଳେ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ମଧ୍ୟ ରନ୍ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ତାଙ୍କ ଅଲ୍ରାଉଣ୍ଡର ଦକ୍ଷତା ଦେଖାଇ ପାରିଛନ୍ତି।ମିଳିଥିବା ସୂଚନା ଅନୁସାରେ ଭାରତ ୩ ୱିକେଟ ହରାଇ ୭୧ ରନ ସଂଗ୍ରହ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ