ବିଶ୍ୱର ସବୁଠାରୁ ଲମ୍ବା ଉଡ଼ାଣ

ସିଡ୍ନି: ଆମେରିକାର ନ୍ୟୁୟର୍କରୁ ଯାତ୍ରୀଙ୍କୁ ନେଇ ବାହାରି ଥିବା ଏକ ବିମାନ କୌଣସି ସ୍ଥାନରେ ନ ଅଟକି ୧୯ ଘଣ୍ଟା ୧୬ ମିନିଟର ଲମ୍ବା ଉଡ଼ାଣ ସଂପୂର୍ଣ୍ଣ କରି ଅଷ୍ଟ୍ରେଲିଆର ସିଡନିରେ ଅବତରଣ କରିଛି । କ୍ୱାଣ୍ଟସ ଫ୍ଲାଇଟ୍ କ୍ୟୁଏଫ୍ ୭୮୭୯ ଏହି ଲମ୍ବା ଉଡ଼ାଣ ସଫଳତାର ସହ ସଂପୂର୍ଣ୍ଣ କରି ରେକର୍ଡ ସୃଷ୍ଟି କରିଛି ଏବଂ ଏହି ବ୍ୟବସ୍ଥା ଆଗକୁ ଜାରି ରହିବ ବୋଲି କୁହାଯାଇଛି । ବିମାନରେ ମୋଟ ୪୯ ଜଣ ଯାତ୍ରୀ ଥିଲେ । ବିମାନଟି ୧୬, ୨୦୦ କିମି ଦୂର ଯାତ୍ରା ସୁରୁଖୁରୁରେ ସଂପନ୍ନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ