ବିଶିଷ୍ଟ ବିଡି ବ୍ୟବସାୟୀଙ୍କ ପତ୍ନୀ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସହରର ବିଶିଷ୍ଟ ବିଡି ବ୍ୟବସାୟୀ ସ୍ୱର୍ଗତ ହାଜି ସେକ ରହେମତୁଲ୍ଲାଙ୍କ ପତ୍ନୀ କମରୁନ ବିବିଙ୍କର ହୃଦଘାତରେ ୭୮ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପୋଷ୍ଟଅଫିସଲେନସ୍ଥିତ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜି ଇସା ନମାଜ ପାଠ ପରେ ଜନାଜା ପଢାଯାଇ ଇଦଗାମହଲା କବରସ୍ତାନରେ ତାଙ୍କୁ କବର ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ