ହାପି ବାର୍ଥ ଡେ ମଲାଇକା ଅରୋରା

ବି-ଟାଉନରେ ସର୍ବଦା ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରାଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ବଲିଉଡ ଜଗତର ନାମିଦାମୀ କଳାକାରଙ୍କ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଛୁଟୁଛି । ମଲାଇକାଙ୍କ ପାଇଁ ଆସିଥିବା ସବୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟରେ ଜଣଙ୍କ ବାର୍ତ୍ତା ପାଇଁ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଟାଣି ହୋଇ ଆସିଛନ୍ତି ସେ । ଫଟୋରେ ଦୁହିଁଙ୍କ ମଧ୍ୟରେ ଥିବା ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଫଟୋରେ ଅର୍ଜୁନ ମଲାଇକାଙ୍କ ପଛରେ ଠିଆ ହୋଇ ତାଙ୍କ ମୁଣ୍ଡକୁ କିସ କରୁଥିବାର ନଜର ଆସିଛନ୍ତି । ଦୁହେଁ ଏବେ ନିଜର ଭଲପାଇବାକୁ ଖୋଲା ଖୋଲି ଭାବେ ସ୍ୱିକାର କରୁଥିବା ଦେଥିବାକୁ ମିଳିଛି ।ଅର୍ଜୁନଙ୍କ ପୋଷ୍ଟ ପରେ ଫ୍ୟାନ୍ସ ଫଟୋକୁ ଖୁବ ଲାଇକ କରିବାରେ ଲାଗିଛନ୍ତି । କିଛି ଏପରି ଏକ ସମୟ ଥଲା ଯେତେବେଳେ ଦୁହେଁ ନିଜ ସମ୍ପର୍କ ବିଷୟରେ କିଛି କହିବା ପାଇଁ ଅର୍ଜୁନ କପୁରଙ୍କ ଜନ୍ମଦିନରେ ମଧ୍ୟ ମଲାଇକା ଅର୍ଜୁନଙ୍କର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଉଭୟ ନଜର ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ