ବିଜେପି ସାଂସଦ ବସନ୍ତ ପଣ୍ଡା କରୋନା ପଜିଟିଭ୍

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ଶନିବାର ଦିନ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି । ସେ ଟୁଇଟ୍ କରିଛନ୍ତି ଯେ “ ଆଜି ମୋ ଦେହ ଅସୁସ୍ଥ ହେବାରୁ କରୋନା ଟେଷ୍ଟ କଲି ଏବଂ ନିଜକୁ କରୋନା ସଂକ୍ରମିତ ଟେଷ୍ଟ ରିପୋର୍ଟ ପାଇଲି ଏଣୁ ଏହି କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଅନୁରୋଧ କରୋନା ଟେଷ୍ଟ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ