ବିିଶ୍ୱ କଲ୍ୟାଣ ଉଦ୍ଦେଶ୍ୟ ରେ ୧୦୮ ହନୁମାନ ଚାଳିସା
(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗୋସାଣୀ ନୂଆଗାଁ ଦିବ୍ୟ ଜୀବନ ସଘଂ ଭକ୍ତ ମାନଙ୍କ ଦ୍ୱାରା ଶନିବାର ସକାଳ ସ୍ଥାନୀୟ ବାଲାଜୀ ନଗର ଠାରେ ପୂଜା ଅର୍ଚ୍ଚନା ,ଗୀତା ପାଠ ପରେ ୧୦୮ ହନୁମାନ ଚାଳିସା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର , ବିଶ୍ୱନାଥସାହୁ ,ସାହେବ ବାପି,ବିପ୍ରସାହୁ ,ସବିତା ସାହୁ , ପ୍ରଶାନ୍ତ ପାତ୍ର, ନୟନା ଚୌଧୁରୀ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ । ପରେ ୧୦୮ ଆରତୀ ଓ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।


