ଶ୍ରୀବଳଦେବଜୀଉଙ୍କ ଟ୍ରଷ୍ଟବୋର୍ଡ ପୁର୍ନଗଠିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଟ୍ରଷ୍ଟ ବୋର୍ଡକୁ ପୁର୍ନଗଠନ କରାଯାଇଛି । ଏହି ବୋର୍ଡରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟ୍ରଷ୍ଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ରଞ୍ଜନ କୁମାର ପୃଷ୍ଟି ଏବଂ ସେବକ ବଳରାମ ସୁଆରଙ୍କୁ ଟ୍ରଷ୍ଟର ସଦସ୍ୟ ଭାବରେ ମନୋନ୍ୱିତ କରାଯାଇଛି । ନୂତନ ଟ୍ରଷ୍ଟବୋର୍ଡର ପ୍ରଥମ ବୈଠକ ଆସନ୍ତା ସେପ୍ଟେମ୍ବରମାସ ୧ତାରିଖରେ ଅନୁଷ୍ଠିତ ହୋଇ ଟ୍ରଷ୍ଟବୋର୍ଡର ସଭାପତିଙ୍କୁ ଚୟନ କରାଯିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ