କୁଲଣା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ବ୍ଲକ କୁଲଣା ହାଇସ୍କୁଲ ପରିସରରେ ସଫେଇ ସହିତ ବୃକ୍ଷରୋପଣ କାର୍ଯ୍ୟର୍କ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରୀମତୀ ସଂଗୀତା ଖଣ୍ଡାଇଙ୍କ ତତ୍ୱାବଧାନରେ ପ୍ରଧାନଶିକ୍ଷୟତ୍ରୀ ବିଶ୍ୱଜିତା ଗିରି ଓ ସମାଜସେବୀ ରାଜେନ୍ଦ୍ର କୁମାର ଖଣ୍ଡାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବ୍ଲକ ଛାତ୍ର ଉପସଭାପତି ରଣଜିତ ଧଳ, ପଞ୍ଚାୟତ ଛାତ୍ର ସଭାପତି ଦେବାଶିଷ ପଟ୍ଟନାୟକ, ଶିକ୍ଷୟତ୍ରୀ ଶୁଭଶ୍ରୀ ପୃଷ୍ଟି, ଚିନ୍ମୟୀ ସେନାପତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ସେହିଭଳି ବିଜୟାଲକ୍ଷ୍ମୀ ପଲେଇ, ତପସ୍ୱି ଦାସ, ବିକାଶ ଖୁଣ୍ଟିଆ, ଅକ୍ଷୟ ବେହେରା, ମେଘ୍ନାମୟୀ ଦାସ, ମାନସ କୁମାର ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ