ସୁନ୍ଦରୀ ଦେଖାଯିବା ପାଇଁ ରକ୍ତରେ ଗାଧାନ୍ତି ମଡେଲ

ସୁନ୍ଦରୀ ଦେଖାଯିବା ପାଇଁ ତରୁଣୀମାନେ ଯେକୌଣସି ଅସାଧ୍ୟ କାମ କରିବାକୁ ବି ପଛାଇ ନଥା’ନ୍ତି । ଏଥିପାଇଁ କିଏ ପ୍ଲାଷ୍ଟିକ ସର୍ଜରି ତ ଆଉ କିଏ ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରିଥା’ନ୍ତି । ହେଲେ ଏମିତି ଜଣେ ମଡେଲ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟର ଗୂଢ଼ ରହସ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାଲିଫର୍ନିଆର ୨୩ ବର୍ଷୀୟା ଜଣେ ମଡେଲ ସୁନ୍ଦରୀ ଓ ଆକର୍ଷଣୀୟ ଦେଖାଯିବା ପାଇଁ ପଶୁ ରକ୍ତରେ ଗାଧୋଇଥା’ନ୍ତି । ତାଙ୍କ ଗାଧୋଇବାର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ରିୟଲିଟି ଶୋ’ରେ ମଧ୍ୟ ମହିଳା ଜଣଙ୍କ ପଶୁରକ୍ତରେ ଗାଧୋଉଥିବାର ଦେଖିବାକୁ ମିଳିଥିଲା । ପଶୁ ରକ୍ତରେ ଗାଧୋଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇ ନ ଥାଏ ବୋଲି କୁହାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ