ମାନବ ସେବା ସଙ୍ଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଦ୍ରକସ୍ଥିତ ମାନବ ସେବା ସଙ୍ଗଠନ ପକ୍ଷରୁ ଭଦ୍ରକ ଡାକ୍ତରଖାନା ପରିସରରେ ରୋଗୀଙ୍କୁ ଫଳ, ବିସ୍କୁଟ ବଣ୍ଟନ କରାଯାଇଛି । ଏହି ମହାନ କାର୍ଯ୍ୟରେ ସଭାପତି ସମ୍ବିତ କୁମାର ଜେନା, ସାଧାରଣ ସଂପାଦକ କିଶୋର ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ କୀର୍ତ୍ତିକୃଷ୍ଣ ପାଳ, ପ୍ରିଣ୍ଟିଂ ମିଡିଆ ଅଜାତଶତ୍ରୁ ଦାସ, ଉପଦେଷ୍ଟା ବିଜୟ ବେହେରା, ମୁଖ୍ୟ ଉପଦେଷ୍ଟା ଦେବବ୍ରତ ବାରିକ, ସୋସିଆଲ ମିଡିଆ ଜସ୍ମିନ୍ ବେହେରା, ପ୍ରତିଷ୍ଠାତା ସଭ୍ୟ ଦେବବ୍ରତ ମହାଳିକ, ସଦସ୍ୟ ଦେବାନନ୍ଦ ବେହେରା, ପାର୍ଥସାରଥି ଦାସ, ଜିତେନ୍ଦ୍ରନାଥ ସାହୁ, ଦୀପକ କୁମାର ଜେନା, ଚକ୍ରଧର ସାହୁ, ପ୍ରଦୀପ ସାହୁ, ସୁନୀଲ କୁମାର ପରିଡା, ଦେବାଶିଷ ବାରିକ, ଅଭିଲିପ୍ସା ଦାସ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ