ଏଆଇପିଟିଏଫ୍‌ରେ ରାଜ୍ୟର ପ୍ରଥମ ସମ୍ପାଦିକା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଅଧିବେସନ୍ ବୁଧଗୟାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେଠାରେ ହୋଇଥିବା ନିର୍ବାଚନରେ ସଂଘଠନ ସମ୍ପାଦିକ ଭାବେ ରାଜ୍ୟରୁ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣପ୍ରଭା ମେକାପ(ସୋନି) ନିର୍ବାଚିତ ହୋଇଛନ୍ତି । ଏଥି ସହ ଶ୍ରୀମତି ସ୍ୱର୍ଣ୍ଣପ୍ରଭା ସର୍ବଭାରତୀୟ ମହିଳା ଟିମ୍‌ରେ କାର୍ଯ୍ୟକାରୀ କମିଟିର ସଭ୍ୟ ହୋଇଛନ୍ତି । ଏଥି ସହ ମହାସଚିବ ଭାବେ କମଳାକାନ୍ତ ତ୍ରିପାଠୀ, ସଭ୍ୟ ଭାବେ କାହ୍ନୁଚରଣ ମହାନ୍ତି ମଧ୍ୟ ନିର୍ବାଚିତ ହୋଇଛନ୍ତି । ଏଥି ପାଇଁ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ତାଙ୍କୁ କୃତଜ୍ଞତା ଜଣାଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ