କାର୍ତ୍ତିକ ମାସ ଉପଲକ୍ଷେ ୧୦୮ ହନୁମାନ ଚାଳିଶା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଶୁକ୍ରବାର ଗୋଷାଣୀ ନୂଆଗାଁସ୍ଥିତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଜୀବନ ସଂଘ ପକ୍ଷରୁ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ହରିଶାନନ୍ଦ ସରସ୍ୱତୀ , ସଂଘ ସଭାପତି ସହଦେବ ପାତ୍ର , ରାମଚନ୍ଦ୍ର ପାତ୍ର , ବିଶ୍ୱନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ