ବଡ଼ ଦିନ ପାଇଁ ଶେଷ ପଜାୟ ସାଜସର୍ଯ୍ୟ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ବଡ଼ ଦିନ ପାଇଁ ପ୍ରତେକ ଗାଁ ଗହଳି ଚର୍ଚ୍ଚ ଘର ଆଗରେ ଖ୍ରୀଷ୍ଟ ଧର୍ମ ଅଵଲମ୍ବୀ ମାନେ ପାଳ ଆଣି ବିଭିନ ପ୍ରକାର ସାଜସର୍ଯ୍ୟ କରି ଆଲକ ରେ ସଜାଇ ଛନ୍ତି ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଗ୍ରହଣ କରିଥିବା ମୂର୍ତ୍ତି କୁ ରଖୀ ଆକର୍ଷଣ କରିଛନ୍ତି ଏବଂ ଚର୍ଚ୍ଚ ଗୁଡିକୁ ଆଲକୀକ ରେ ସଜାଇ ଥିବା ଦେଖିବାକୁ ମିଳିଛି ଏବଂ ଗୁରୁବାର ଦିନ ରାତି୧୧ଟାରୁ ନିତିକ୍ରାନ୍ତି ଅନୁସାରେ ପ୍ରାର୍ଥନା ଅନୁଷ୍ଠିତ ହେବ ଗତ ବର୍ଷ କୋଭିଡ କଟକଣା ପାଇଁ ଫିକା ପଡିଥିଲା I ବଡ଼ ଦିନ ଏହି ବର୍ଷ ସରକାର କିଛି ମାତ୍ର ରେ କୋଭିଡ ନୟମ ହଟେଇଥିବାରୁ ବହୁ ସଂଖ୍ୟା ରେ ଭିଡ଼ ନ କରି ମାକ୍ସ ସନିଟାଇଜ ବ୍ୟବହାର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି I ବଡ଼ ଦିନ ପାଇଁ ମୋହନା ବଜାର ଓ ଦୋକାନ ଗୁଡିକ ରେ ଭିଡ଼ ମଧ୍ୟ ଦେଖା ଦେଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ