ମେଡିକାଲ ଛକରେ ଜିଲ୍ଲା ବିଜେଡି ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ମେଡିକାଲ ଛକରେ ଜିଲ୍ଲା ବିଜେଡି ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପୂର୍ବତନ ନଗରପାଳ ଧିରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ମହେନ୍ଦ୍ର ମିଶ୍ର, ରୋସ୍ôନା ସାହୁ, ନାରାୟଣ ସାହୁ, ଶକ୍ତିକାନ୍ତ ପାତ୍ର, ଗୋପାଳ ମହାପାତ୍ର, ବିଜୟ ପତି, ସେକ ଚନ୍ଦନ, ମାନସ ସାହୁ, ବିଜୟ ମଣ୍ଡଳ, ରଞ୍ଜନ ସାହୁ, ମାନସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ