ଉନ୍ନୟନ ପ୍ରକଳ୍ପ ର ଅନୁଧ୍ୟାନ କଲେ ସହରାଞ୍ଚଳ ପ୍ରକଳ୍ପ ଅଧିକାରୀ

ଗଂଜାମ, (ବିନୋଦ ପଲାଇ) :- ଗଂଜାମ ଏନଏସିର ଉନ୍ନୟନ ପ୍ରକଳ୍ପ ର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି, ସହରାଞ୍ଚଳ ପ୍ରକଳ୍ପ ଅଧିକାରୀ ସଚିଦାନନ୍ଦ ନାୟକ।
ଗଂଜାମ ସହରର ଏକ ଓ ଦୁଇ ୱାଡର ପଣ୍ଡାସାହି ଓ ଚୌଧୁରୀ ସାହି ରାସ୍ତା ପାର୍ଶ୍ୱରେ ଥିବା ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ବୁଲି ଦେଖିଥିଲେ । ସେଠାରେ କେତେ ସରକାରୀ ଜାଗା ରହିଛି ତାହାର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେବା ସହ ଏକ ଓ ଦୁଇ ନମ୍ୱର ୱାଡର ଅଙ୍ଗାନାବାଡ଼ି ସେଣ୍ଟର, କଲ୍ୟାଣି ମଣ୍ଡପ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶକ ଦେଇଥିଲେ । ପରେ ଭେଣ୍ଡିଙ୍ଗଜୁନ, ନୂତନ ମଶାଣି ଗୃହ,ସ୍ଥାନ ପରିଦର୍ଶନ କରିଥିଲେ । ପରେ ଏନଏସି କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏହି ସମୟରେ କନିଷ୍ଠଯନ୍ତ୍ରି ମାନସରଂଜନ ପଣ୍ଡା, କ୍ଲକ ଲଷ୍ମୀ ଚରଣ ପାଢ଼ୀ, ଉପସ୍ଥିତ ଥିଲେ । ଡୁଡା ପ୍ରକଳ୍ପ ଅଧିକାରୀ ଅନୁଧ୍ୟାନ କରିବର ୨୪ ଘଣ୍ଟା ନ ପୁରୁଣୁ ଆଜି କନିଷ୍ଠ ଯନ୍ତ୍ରୀ ପଣ୍ଡା ଓ ଆରଆଇ ରବି ପ୍ରଧାନ ମଧ୍ୟଖଣ୍ଡ ଓ ଚୌଧୁରୀ ସାହି ମଧ୍ୟ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ ପକ୍ରିୟା ଆରମ୍ଭ କରିଥିବା ଦେଖାଯାଇଛିI ଗଂ ଜାମ ଏନଏସିର ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କଲେ ସହରାଞ୍ଚଳ ପ୍ରକଳ୍ପ ଅଧିକାରୀ ଗଂଜାମ ୨୯.୧.୨୨ ଗଂଜାମ ଏନଏସିର ଉନ୍ନୟନ ପ୍ରକଳ୍ପ ର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି, ସହରାଞ୍ଚଳ ପ୍ରକଳ୍ପ ଅଧିକାରୀ ସଚିଦାନନ୍ଦ ନାୟକ । ଗଂଜାମ ସହରର ଏକ ଓ ଦୁଇ ୱାଡର ପଣ୍ଡାସାହି ଓ ଚୌଧୁରୀ ସାହି ରାସ୍ତା ପାର୍ଶ୍ୱରେ ଥିବା ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ବୁଲି ଦେଖିଥିଲେ । ସେଠାରେ କେତେ ସରକାରୀ ଜାଗା ରହିଛି ତାହାର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେବା ସହ ଏକ ଓ ଦୁଇ ନମ୍ୱର ୱାଡର ଅଙ୍ଗାନାବାଡ଼ି ସେଣ୍ଟର, କଲ୍ୟାଣି ମଣ୍ଡପ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶକ ଦେଇଥିଲେ । ପରେ ଭେଣ୍ଡିଙ୍ଗଜୁନ, ନୂତନ ମଶାଣି ଗୃହ,ସ୍ଥାନ ପରିଦର୍ଶନ କରିଥିଲେ।ପରେ ଏନଏସି କାର‌୍ୟ୍ୟାଳୟ ଠାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏହି ସମୟରେ କନିଷ୍ଠଯନ୍ତ୍ରି ମାନସରଂଜନ ପଣ୍ଡା, କ୍ଲକ ଲଷ୍ମୀ ଚରଣ ପାଢ଼ୀ, ଉପସ୍ଥିତ ଥିଲେ । ଡୁଡା ପ୍ରକଳ୍ପ ଅଧିକାରୀ ଅନୁଧ୍ୟାନ କରିବର ୨୪ ଘଣ୍ଟା ନ ପୁରୁଣୁ ଆଜି କନିଷ୍ଠ ଯନ୍ତ୍ରୀ ପଣ୍ଡା ଓ ଆରଆଇ ରବି ପ୍ରଧାନ ମଧ୍ୟଖଣ୍ଡ ଓ ଚୌଧୁରୀ ସାହି ମଧ୍ୟ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ ପକ୍ରିୟା ଆରମ୍ଭ କରିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ