ନିଆଁ ଲଗେଇ ଜାଳିଦେଲେ କୁକୁଡ଼ା ଫାର୍ମ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଲକ ଅଧିନ ମଙ୍ଗଳପୁର ସୋଇଡ ରାସ୍ତା କଡରେ ରେ ଥିବା ଶ୍ରୀକୃଷ୍ଣ ଖଟେଇ ଙ୍କ କୁକୁଡ଼ା ଫାର୍ମ ରେ କେହି ଦୃବୃତ ରାତ୍ର 2ଟା ସମୟରେ ନିଆଁ ଲଗେଇ ଦେଇ ଚାଲିଯାଇଛି । ଯାହାଦ୍ୱାରା ଫାର୍ମ ଥିବା 2000 ହଜାର କୁକୁଡା ଓ ସମସ୍ତ ପ୍ରକାର ଉପକରଣ ପୋଡ଼ି ସମ୍ପୃନ ନଷ୍ଟ ହୋଇଛି I ଯାହାର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ରୁ ଅଧିକ ହେବ । ଖବର ପାଇ ବେଲଗୁଣ୍ଠା ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ ଏବଂ ବେଲଗୁଣ୍ଠା ଥାନାରେ କୁ ଖବର ଦେଲାପରେ ଥାନ ଅଧିକାରୀ ଅନୁସନ୍ଧାନ କରିଛନ୍ତି ଓ ଫାର୍ମ ମାଲିକଏତଲା ଦେଇଥିବା ସୁଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ