ନାଲକୋ ଜଗନ୍ନାଥ ମହୋତ୍ସବ ରେ ଜଗଦ ଗୁରୁ ଶଙ୍କରାଚାର୍ଯ୍ୟ
ଅନୁଗୋଳ, (ଯୁଗାବ୍ଦ ନ୍ୟୁଜ ) : ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଠାରେ ନାଲକୋ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ମହୋତ୍ସବ ରେ ଜଗଦ ଗୁରୁ ଶଙ୍କରାଚାର୍ୟ୍ୟ ଯୋଗଦାନ କରିଛନ୍ତି । ଶଙ୍କରାଚାଯ ର୍୍ୟ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ପାଛୋଟି ନେଇଥିଲେ । ସଂଧ୍ୟା ସମୟରେ ଗୁରୁଜୀ ମଞ୍ଚ ଉପରେ ଉପସ୍ଥିତ ଜନତାଙ୍କୁ ନିଜ ବକ୍ତବ୍ୟରେ ଶୁଣାଇଥିଲେ । କ୍ଷ ନାଲକୋ ଇ ଡି ରାଜ କିଶୋର ମିଶ୍ର, ଜୀ ଏମ୍ ଏସ୍. ଏନ୍ ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବହୁ ମଠ ର ସାଧୁ ସନ୍ଥ ଉପସ୍ଥିତ ଥିଲେ କ୍ଷ ନାଲକୋ ଅଧିବାସୀ ସମେତ ଆଖ ପାଖ ପଲ୍ଲୀ ପୁରର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ


