ଜପୁପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ଭାରତ ଗୌରବ ଦିବ୍ୟକାଶୀ ଅମାବାସ୍ୟା ଯାତ୍ରା ଟ୍ରେନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ୨୩ ଜୁଲାଇ ୨୦୨୨ରେ ଦକ୍ଷି କ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡିଥିବା ଶକ୍ତିକ୍ତିପୀଠ ଆଧାରିତ ଟୁରିଷ୍ଟ ସର୍କିର୍କିଟ୍ ଭାରତ ଗୌରବ ଟ୍ରେନ୍ ଦିବ୍ୟକାଶୀ ଆଦି ଅମାବା ସ୍ୟାଯାତ୍ରା ଟ୍ରେନ ଏହାର ଯାତ୍ରା ସ୍ଥଳପରିଭ୍ର ମଣମଧ୍ୟରେ ଆଜି ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ପହଁଚିଛି | କାଶୀ ଅଭିମୁ ମୁଖେ ଯାତ୍ରା କରୁ ଥିବା ଏହି ଟ୍ରେନ୍ ଦେଶର ଅନେକ ଧାର୍ମିକ ଗନ୍ତବ୍ୟ ବ୍ୟସ୍ଥ ଳକୁ ପରି ରିଭ୍ରମଣ କରିବ ଯେଉଁଠାରେ ତୀର୍ଥ ଯାତ୍ରୀ / ପର୍ଯ୍ୟଟକ ପିଠାପୁ ପୁରମ, ପୁରୀ , କୋଣାର୍କ , ଯାଜପୁର, କାଶୀ , ଗୟା , ପ୍ରୟାଗରାଜ ଏବଂ ବିଜୟୱାଡା ସ୍ଥିତ ଶକ୍ତିପୀଠଗୁ ଗୁଡିକୁ ପରିର୍ଶନ କରିବ | ଓଡିଶାର ଶକ୍ତିପୀଠ ମଧ୍ୟରେ ପର୍ଯ୍ୟ ଟକମାନେ କୋଣାର୍କରେ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ପୁରୀର ବିମଳା ମନ୍ଦିର ଏବଂ ଯାଜପୁର ବିରଜା ମନ୍ଦିର ପରିଦର୍ଶନକରିରିବେ | ଭାରତ ଏବଂ ବିବିଶ୍ୱ ବାସୀଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ ଏବଂ ଭବ୍ୟ ଐତିହାସିକ ସ୍ଥାନ ଗୁଡିକ ପ୍ରଦର୍ଶ ନକରିରିବା ହେଉଛି ଭାରତ ଗୌରବ ଟ୍ରେନ ଚଳାଚଳର ଏକ ପରିକଳ୍ପନା | ଭାରତଗୌରବ ଟ୍ରେନ୍ ଚଳା ଚଳ ନୀତି ଅଧୀନରେ ଭାରତୀୟ ରେଳ ସହଭାଗିତାରେ ଏହି ଟୁରିଷ୍ଟ ସର୍କିର୍କିଟ୍ ଚଳାଚଳ ପାଇଁ ଏକ ପଦକ୍ଷେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ