୭୦ ବର୍ଷରେ ଭାରତର ସମ୍ବିଧାନ
ନୂଆଦିଲ୍ଲୀ- ଆଜି ଭାରତୀୟ ସମ୍ବିଧାନକୁ ପୁରିଛି ୭୦ ବର୍ଷ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରଷ୍ଟ୍ର ଭାରତର ସମ୍ବିଧାନକୁ ତିଆତି କରିବା ପାଇଁ ସମ୍ବିଧାନର ପିତାମହ ତଥା କମିଟିର ଅଧ୍ୟକ୍ଷ ଭୀମରାଓ ଅମ୍ବେଡକର ଅନେକ ଦେଶ ପରିଭ୍ରମଣ କରି କିପରି ହେବ ଏହାର ରୂପ ରେଖ ତିଆରି କରିବା ପାଇଁ ପାଖାପାଖି ୨ବର୍ଷ ଏକ ମାସ ବା ୧୮ ମାସ ସମୟ ଲାଗିଥିଲା ଅର୍ଥାତ୍ ୧୯୪୯ ମସିହା ନଭେମ୍ବର ୨୬ ରେ ଦାଖଲ ହୋଇଥିଲା ।ପରେ ଏହାକୁ ୧୯୫୦ ମସିହା ଜାନୁୟାରୀ ୨୬ ରେ ସଂସଦରେ ଉପସ୍ଥାପନା କରାଯାଇ ଭୋଟ ଗ୍ରହଣ କରାଯାଇଥିଲା । ଏହି ର ସମର୍ଥନରେ ୨୮୪ ସଦସ୍ୟ ହସ୍ତାକ୍ଷର କରିଥିଲେ । ସୂଚନା ଥାଉକି ୨୦୧୫ ମସିହା ରୁ ଆଜିର ଦନକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ ।