ଗୃହରେ ଉଠିଲା ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) ପାଖେଇ ଆସିଲାଣି ଧାନ ଅମଳର ସମୟ । ଧାନ ବିକ୍ରି କରିବା ପାଇଁ ସୋସାଇଟରେ ପଞ୍ଜୀକରଣ କରିଥିବା ଚାଷୀଙ୍କ କଥା ଏବେ ଉଠିଛି ବିଧାନସଭାରେ । ଏନେଇ ଆଜି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ । ଧାନ ମଣ୍ଡିରେ ଦିଆଯାଉଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରିଛନ୍ତି ସଦସ୍ୟମାନେ । ବିରୋଧୀଙ୍କ କହିବା କଥା ,ଯେଉଁ ଜାଗାରେ ଟୋକନ ନାହିଁ ସେ ଅଞ୍ଚଳର ଚାଷୀମାନେ କିଭଳି ଧାନ ଅମଳ କରିବେ ସେ ନେଇ ଚିନ୍ତାରେ ଚାଷୀ । ଅନ୍ୟପଟରେ ଖାଦ୍ୟ ଓ ଖାଉଟି କଲ୍ୟ।।ଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ସୂଚନା ଦେଇଛନ୍ତି ଯେ , ସମ୍ବଲପୁରରେ ୧୦୨ଟି ଧାନ କିଣା କେନ୍ଦ୍ରରୁ ୪କାର୍ଯ୍ୟରତ ହୋଇଥିବାବେଳେ ୧୦ ହଦାର ୭୯୦ ଜଣ ଟୁକୁନ ଦିଆଯାଇଛି । ସେଥିରୁ ୭୪୦୦ ଟୁକୁନ ପାଇଥିବା କହିଛନ୍ତି ମାନ୍ୟବର ମ୍ନ୍‌୍‌ନ୍ତ୍ରୀ । ସୁଚନାଥାଉକି , ଗତ ବର୍ଷ ୭୦ ହଜାରକ ମେଟ୍ରିକ ଟନ କିଣିଥିବାବଏଳେ ଚଳିତ ବର୍ଷ ୮୦ ହଜାର ମେଟ୍ରିୀକ ଟନ ଧାନ କିଣଇବାର ଲକ୍ଷ୍ୟ ରଖିଛି ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ