ବିଶ୍ୱ ହିନ୍ଦୁ ପରିଷଦ ବୈଠକ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲାବିଶ୍ବ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଶେର ଗଡ଼ ତା କର ଡ଼ା ଶ୍ରୀ ଶ୍ରୀଲଙ୍ଗଲେ ଶ୍ୱର ମନ୍ଦିର ପରି ସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଗଞ୍ଜାମ ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସ୍ବାଇଁ ସଭାପତିତ୍ବ କରିଥିଲେ, ସଭାପତିଙ୍କ ଅନୁରୋଧ କ୍ରମେ ନିମନ୍ତ୍ରିତ ଅତିଥି ଅନୁପମ ଭାରତ ସାମ୍ବାଦିକ ଦିଲୀପ କୁମାର ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରି ଥିଲେ, ସଭାରେ ଜିଲ୍ଲା ସହ ସଂପାଦକ ଅର୍ଜୁନ ବେହେରା, ଯୁବ ମୋର୍ଚ୍ଚା ଉପ ସଭାପତି ଜୟ ଦେବ ଜେନା, ସ୍ଵାଭିମାନୀ ଓଡିଆ ର ଆବାହକ ଗିରିଧର ପାଢ଼ୀ, ପ୍ରମୋଦ କୁମାର ଦାସ, ବନ୍ଧା ଗୁଡା, ଗୌର ହରି ସାବତ, ବୃନ୍ଦା ବନ ଦାସ, କାଳୁ ମହାରଣା, ପଦ୍ମ ଚରଣ ସଢ଼ଙ୍ଗି, ସୁରେନ୍ଦ୍ର ନାୟକ, ବିଜୟ କୁମାର ବିଶ୍ବାଳ, ଗିରିଜା ଶଙ୍କର ସଢ଼ ଙ୍ଗି, ପିତ ବାସ ପ୍ରଧାନ, କାଳୀ ଚରଣ ପଣ୍ଡା, ଉମା ଚରଣ ସାମଲ, ମଙ୍ଗୁଲୁ ସ୍ବାଇଁ, ହର ପ୍ରସାଦ ସାମଲ, ସାମ୍ୱାଦିକ ସୁବ୍ରତ କୁମାର ପଣ୍ଡା, ରାମ କୃଷ୍ଣ ପାଢ଼ୀ ଙ୍କ ସମେତ ପ୍ରାୟ ୬୦ଜଣ ବ୍ୟକ୍ତି ଉପସ୍ଥିତ ଥିଲେ, ଜଗନ୍ନାଥ ସଂସ୍କୃତି ର ମୂଳ ଅର୍ଥ ଓ ତାହାର ପ୍ରସାର ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ମୂଳ ଲକ୍ଷ ଉପରେ ସହ ସଂପାଦକ, ଅର୍ଜୁନ ବେହେରା, ସଂପାଦକ ଗୋପାଳ କୃଷ୍ଣ ସ୍ବାଇଁ, ଦିଲୀପ କୁମାର ତ୍ରିପାଠୀ, ପ୍ରମୋଦ କୁମାର ଦାଶ ନିଜ ବକ୍ତ ବ୍ୟରେ କହି ଥିଲେ, ଉକ୍ତ କାର୍ଯ୍ୟ କ୍ରମ ଗୌର ହରି ସାବତ, ବୃନ୍ଦା ବନ ଦାସ ଙ୍କ ନେତ୍ରୁ ତ୍ୱରେ ପରି ଚାଳି ତ ହୋଇ ଥିଲା, ପରି ଶେଷରେ ଗାୟତ୍ରୀ ମନ୍ତ୍ର, ଗୋମାତା କି ଜୟ ଓ ଭାରତ ମାତା ଙ୍କ ଜୟ ଧ୍ୱନି ସହ ସଭା କାର୍ଯ୍ୟ ସମାପ୍ତ ହେଇ ଥିଲା, ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା,


