ଅମରେଶ୍ଵର ହାଇସ୍କୁଲ ର ୨୦୦୧ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଅମରପ୍ରସାଦଗଡ଼ ପଡିଆ ମଠ ପରିସରରେ ଅମରେଶ୍ଵର ହାଇସ୍କୁଲ ର ୨୦୦୧ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ବ୍ୟାଚ ର ସଭାପତି ସତ୍ୟଭୂଷଣ ନାୟକ, ସୁବାସ ଚନ୍ଦ୍ର ସାହୁ, ଧନୁର୍ଦ୍ଧର ମିଶ୍ର, କ୍ଷୀରୋଦ କୁମାର ବେହେରା, କବିନ୍ଦ୍ର ସେଠୀ, ମହେଶ କୁମାର ବାଲ, ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱ ରେ ପୁରାତନ ଛାତ୍ରଛାତ୍ରୀ ମାନେ ଏକଜୁଟ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ୨୦୦୧ ବ୍ୟାଚ ର ସହିଦ ମନୋଜ ବେହେରା ସହପାଠୀ ହୋଇଥିବାରୁ ସହିଦ ମନୋଜ ବେହେରା ଙ୍କ ଉଦେଶ୍ୟରେ ଏକ ସ୍ମୁତି ସଭାକରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକମ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ପୁରାତନ ଛାତ୍ର ଛାତ୍ରୀ ମାନେ ପୁରୁଣାଦିନ ର ସ୍ମୁତିକୁ ମନେପକାଇ ଭାବବିହ୍ୱଳ ହୋଇ ପଡ଼ିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ