ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

ଋାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ଅଖିଳ ଭାରତୀୟ ଜାତି ଓ ଅନୁସୁଚିତ ଜାତି ପଛୁଆବର୍ଗ ,ଓ ସଂଖ୍ୟାଲଘୁ କଲ୍ୟାଣ ମହାସଂଘ, ସେୱାସ୍ତମ୍ବ ,ମୟୂରଭଞ୍ଜ ଜିଲ୍ଲାଶାଖା ମିଳିତ ଭାବରେ ଡକ୍ଟର ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ଜିଲ୍ଲା ସଭାପତି ଜଗତ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଷ୍ଟନିର୍ମାଣ ଉପରେ ମତବ୍ୟକ୍ତ କରିଥିଲେ ।ଏଥିସହ ରାଷ୍ଟ୍ରିୟ ସଂପାଦକ ସେୱାସ୍ତମ୍ବ ବିଜୟ କୁମାର ରାଓ ମୁଖ୍ୟ ଅତିଥି ଓ ନିଜ ନିଜର ବକ୍ତବ୍ୟ ରଖିବା ସହ ଆମ୍ବେଦକରଙ୍କ ଫଟୋରେ ଫୁଲ ମାଲ୍ୟାର୍ପଣ କରିଥିଲେ ।ଏହି ସହ ବିଭୁତି ପାତ୍ର,ଳ ନରେଶ ଆଚାରୀ, ବିନତା ,ସୋନାଲି, ଲିଙ୍ଗରାଜ, କବିତା ,ଆଶିଷ, ରାଜା, ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ