ମୂର୍ଧଣ୍ୟ ଓଡିଆମାନଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୮୧୭ ମସିହାର ଐତିହାସିକ ପାଇକ ବିଦ୍ରୋହର ଦ୍ୱିଶତତମ ବାର୍ଷିକୀ ପାଳନ ଅବସରରେ ତା ୨୩.୧୦.୨୦୧୭ରିଖରେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ତତ୍କାଳୀନ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଦକରଜୀ ‘୧୮୧୭ ମସିହାର ପାଇକ ବିଦ୍ରୋହକୁ ଆସନ୍ତା ଶିକ୍ଷାବର୍ଷରୁ ଇତିହାସ ପାଠ୍ୟପୁସ୍ତକରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଆଯିବ’ ବୋଲି ଘୋଷଣା କରି ଆହୁରି କହିଥିଲେ ଯେ, ସମଗ୍ର ଦେଶରେ ଏହାର ପ୍ରଚାର ଓ ପ୍ରସାର ପାଇଁ କେନ୍ଦ୍ର ସରକାର ଦୁଇଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ