ଲୋକସଭାରେ ଉପସ୍ଥାପିତ ହେଲା ନାଗରିକତ୍ୱ ସଂଶୋଧନ ବିଲ

ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ) : ସୋମବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା ନାଗରିକତ୍ୱ ସଂଶୋଧନ ବିଲ ଆଗତ କରିଛନ୍ତି । ଏହି ବିଲ କେବଳ ସଂଖ୍ୟାଲଘୁ ମାନଙ୍କ ବିରୁଦ୍ଧରେ ବୋଲି କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହି ବିଷୟରେ ବିରୋଧୀକୁ ଟାର୍ଗେଟ କରି ଶାହା କହିଛନ୍ତି , ଏହି ବିଷୟ ଉପରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସେ ପ୍ରସ୍ତୁତ । ଅନ୍ୟପଟେ ଅଲ ଇଣ୍ଡିଆ ମଜଲିସ –ଏ-ଇତ୍ତେହଦ-ଉଲ-ମୁସଲିମୀନର ନେତା ଅସାଦୁଦ୍ଦିନ ଓୱାଇସ ବାଚସ୍ପତି ଓମ ବିର୍ଲାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ