ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ୍ରଟ୍ରାକ କୋର୍ଟ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଦେଶରେ ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ମାମଲା । ବିଭିନ୍ନ ରାଜ୍ୟ ଏଥିପାଇଁ ତତ୍ପରତା ଦେଖାଇ ଫଷ୍ଟ୍ରଟ୍ରାକ କୋର୍ଟ ପ୍ରତିଷ୍ଠା କରିବା ପାଇଁ ଆଗଭର ହେଉଥିବାବେଳେ ଏଥିରେ ସାମିଲ ହୋଇଛି ଓଡିଶା । ବହୁ ଶୀଘ୍ର ରାଜ୍ୟରେ ୪୫ଟି ଫାଷ୍ଟ୍ରଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ସୁଚନା ଦେଇଛନ୍ତି ପ୍ରତାପ ଜେନା । ସେ କହିଛନ୍ତି , କେବଳ ମହିଳା ଓ ଦୁଷ୍କର୍ମରେ ପିଡୀତ ହେଉଥିବା ମହିଳାଙଅକ ବିଚାର ୨୧ଟି କୋର୍ଟରେ କରାଯିବ । ଅପପକ୍ଷେ ଆଉ ୨୪ଟି କୋର୍ଟରେ ବିଚାର କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ