ମିଳିତ ଜାତିସଂଘ ନଜରରେ ନାଗରିକ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ- ରାଜ୍ୟସଭା, ଲୋକସଭାରେ ପରେ ଆଜି ନାଗରିକ ସଂଶୋଧନ ବିଲ୍ କୁ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବାପରେ ଏହା ଆଇନ୍ ରେ ପରିଣତ ହୋଇଛି । ଏହାକୁ ବିରୋଧକରି ଉତ୍ତର- ପୂର୍ବାଞ୍ଚଳରେ ହିଂସା ଜାରିରହିଛିଥିବା ବେଳେ । ଏହି ବିଲ୍ ଉପରେ ମିଳିତ ଜାତିସଂଘର ନଜର ରହିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଭାରତର ସଂସଦରେ ଗୃହୀତ ହେବାପରେ ଆମେ ଏହି ବିଲ୍ ଉପରେ ନଜର ରଖିଛୁ ତାସହ ଏହି ଆଇନ୍ ରେ ଦେଖାଦେଇଥିବା ଅସନ୍ତୋଷ ସଂପର୍କରେ ଜାତିସଂଘ ଅବଗତ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ