ସହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ମେରୀ ମାଟି ମେରି ଦେଶ କାର୍ଯ୍ୟକ୍ରମ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ସ୍ଥିତ ସହୀଦ ଭଗତ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ମେରୀ ମାଟି ମେରି ଦେଶ କାର୍ଯ୍ୟକ୍ରମ ୧୪. ୦୭.୨୩ ଦିନ ଅନୁଷ୍ଠିତ ହୋଇଥିଲା ଏଥିରେ କଲେଜ ର ଅଧକ୍ଷା ଶ୍ରୀମତୀ ମୀନତି ପଟ୍ଟନାୟକ କାଯ୍ୟକ୍ରମ ସମ୍ପର୍କରେ ନିଜର ବକ୍ତବ୍ୟ ଦେଇଥିଲେ ଏକ ଶପଥ ପାଠ ଏଂବ ଚାରା ରୋପଣ କାର୍ଯ୍ୟକ୍ରମ ହୋଇଥିଲା କାର୍ଯ୍ୟକ୍ରମ ରେ ଲିଙ୍ଗରାଜ ସାର, ଆନନ୍ଦ ସାର, ବସନ୍ତ ସାର, ଆଖଣ୍ଡଳମଣି ସାର,ପଦ୍ମାବତୀ ମ୍ୟାଡମ, ତ୍ରିନାଥ ବାବୁ, ଜୟଦେବ ବାବୁ, ବାପି ବାବୁ, ପ୍ରଦୀପ ଭାଇନା ଆଉ ପ୍ରଭା ଭାଇନା ସାହାଯ୍ୟ କରିଥିଲେ ଏଂବ ପରିଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଦେବୀ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ