ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ଗରାପୁର ଭି.ଆଇ.ପି. ରୋଡସ୍ଥିତ ମଙ୍ଗଳାଛକରେ ପାଳିତ ହୋଇଯାଇଛି । ସଭାପତି ସୁଦର୍ଶନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଜଗତଜୀବନ ଦାଶ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ମହାପାତ୍ର, ସୈାମ୍ୟରଞ୍ଜନ ମହାନ୍ତି, ଅନିଲ କୁମାର ନାୟକ, ବିଭୁତିଭୂଷଣ ପରିଡା, ମନ୍ମଥ ଜେନା ପ୍ରମୁଖ ଜାତୀୟ ସଂଗୀତ ଗାନ କରିଥିଲେ । ଶିରିଆ ଦାସ ସହ ଯୋଗ କରିଥିବା ବେଳେ ସୁଦର୍ଶନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ