ବର୍ଷା ପାଣି ମାଁ ସ୍ବର୍ଗ ମାଉଲି ଙ୍କ ଡଙ୍ଗର ଯାତ୍ରା

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଏକ ଆଦିବାସୀ ବହୁଳ ଜିଲ୍ଲା ।ଏଠାରେ ଆଦିବାସୀ ପରମ୍ପରା ରେ ଦିଅଁ ଦେବତା ଙ୍କ ପୂଜାର୍ଚ୍ଚନା । ଭଲ ଫସଲ ଅମଳ ପାଇଁ ବୄକ୍ଷ ପାହାଡ କୁ ପୂଜା କରିଥାନ୍ତି ଆଦିବାସୀ । କଳାହାଣ୍ଡି ଜିଲ୍ଲା ର କୋକସରା, ଧର୍ମଗଡ ଓ ଗୋଲାମୁଣ୍ଡା ବ୍ଲକରେ ମରୁଡି ପରିସ୍ଥିତି । ମରୁଡି ରୁ ରକ୍ଷା ପାଇଁ କୋକସରା ବ୍ଲକର ମହିମା ଠାରେ ମା ସ୍ବର୍ଗ ମାଉଲି ଙ୍କ ଡଙ୍ଗର ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଭଲ ବର୍ଷା ପାଇଁ ସ୍ଥାନୀୟ ଲୋକେ ସ୍ବର୍ଗ ମାଉଲି ଙ୍କ ପୂଜାର୍ଚ୍ଚନା କରି ଭଲ ବର୍ଷା ପାଇଁ ଆରାଧନା କରିଥିଲେ ।ମହିମା ପାହାଡ ଠାରେ ଅନୁଷ୍ଠିତ ଏହିଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ