ଅକ୍ଷୟ ସିଂ ମୃତ୍ୟଦଣ୍ଡା ଦେଶର ଆଜି ସୁପ୍ରିମକୋର୍ଟ ରେ ଶୁଣାଣି

ନୂଆଦିଲ୍ଲୀ- ଗଣମାଧ୍ୟର ଶିରୋନାମାରେ ଥିବା ଦିଲ୍ଲୀ ନିର୍ଭୟା ଗଣଦୁଷ୍ମର୍ମ ଘଟଣାରେ ଆଜି ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ମଧ୍ୟାହ୍ନ ୨ଟାରେ ମୁକ୍ତ ଅଦାଲତରେ ଶୁଣାଣି କରିବେ ପ୍ରଧାନ ବିଚାରପତି ଜଷ୍ଟିସ ବୋବ୍ ଡେ ଜଷ୍ଟିସ ଆର. ଭାନୁମତୀ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ। ପୁନର୍ବିଚାର ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯିବାର ସମ୍ଭାବନା କମ୍ ଥିବା କୁହାଯାଉଛି। ସୂଚନାଅନୁସାରେ ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଚଳନ୍ତା ବସ ଭିତରେ ପାରା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ମାମଲାରେ ୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ