ଖୋର୍ଦ୍ଧା ରାଜ୍ୟ ପ୍ରୟାସ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ 01/01/2024 YWPSENU8 0 Comments ପ୍ରୟାସ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ବରମୁଣ୍ଡା ଠାରେ ଅସହାୟ, ଅଭାଵି ବ୍ୟକ୍ତି ବିଶେଷ ଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା. ପ୍ରାୟ 30 ଜଣ ରୁ ଅଧିକ ଅସହାୟ ଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା ବୋଲି ସମାଜସେବୀ ନାରାୟଣ ଖୁଣ୍ଟିଆ ଜଣାଇଛନ୍ତି. Spread the love