କାଶୀନଗରରେ ବସୁଧା ଯୋଜନା ଫେଲ୍ ମାରିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗରରେ ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ ଯୋଜନା ବସୁଧା ଫେଲ୍ ମାରି ଥ୍ ବା ଅଭିଯୋଗ ହୋଇଛି. ପାଇପ୍ ରେ ଆବଶ୍ୟକୀୟ ପରିମାଣର ପାଣି ଆସୁନଥିବାକୁ ନେଇ ବହୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ୪ ,,Г ୱାର୍ଡର ବାସିନ୍ଦାଙ୍କ କହିବା ଅନୁଯାୟୀ, ପାଇପରେ ପାଣି ବଦଳେ ପବନ ଆସୁଛି । ଭଲ ପିଇବା ପାଣି ମୁନ୍ଦେ ପାଇବା ସେମାନଙ୍କ ପାଇଁ ଏକ ସମସ୍ୟା ହୋଇ ରହିଥିଲା ଓ ଏବେ ବି ରହିଛି ଏକ ସମସ୍ୟା ହୋଇ । ନଦୀଶଯ୍ୟା ମଧ୍ୟ ପ୍ରାୟ ଶୁଖ୍ ଗଲାଣି । ମାର୍ଚ୍ଚ ମାସ ଆରମ୍ଭରୁ ଯଦି ଏଭଳି ଅବସ୍ଥା ତେବେ ଏପ୍ରିଲ ମେ ବେଳକୁ କଣ ହେବ ବୋଲି ବାଲି ଚର୍ଚ୍ଚା ଚାଲିଛି । ଯୋଗ୍ୟ ଯେ ସୂଚନା १०९८ , ନଭେମ୍ବରରେ ଓଡିଶା ସରକାର ବସୁଧା ଯୋଜନାର ଶୁଭାରମ୍ଭ କରିଥିଲେ । ଜଳବାହିତ ରୋଗ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସହରାଞ୍ଚଳ ଓ ଗ୍ରାମାଂଚଳର ପ୍ରତି ବାସଗୃହକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏହାର ଲକ୍ଷ୍ୟ ଥିଲା ।ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଉପରେ ଦାୟିତ୍ଵ ନ୍ୟସ୍ତ କରା ଯାଇଥୁଲା ଏହି ଯୋଜନାର ସଫଳ ରୂପାୟନ ପାଇଁ ହାଇଦ୍ରାବାଦର ଜିଭିପିଆର ଇଂଜିନିୟର୍ସ ଲିମିଟେଡ଼ କାର୍ଯ୍ୟାଦେଶ ପାଇ ପାଇପ ବିଛାଇବା ସହ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ କẾ 6 ହେଲ୍ପ ଲାଇନ ନ ସେତେବେଳେ ଜାରି କରାଯାଇଛି.କିନ୍ତୁ ପର୍ବତର ମୂଷିକ E ଯୋଜନାର ସୁଫଳ ପାଇ ନାହାନ୍ତି । ସମ୍ପୃକ୍ତ କର୍ତ୍ତୃ ନିକଟରେ ବାରମ୍ବାର ଉପସ୍ଥାପନ ସତ୍ତ୍ୱେ ସକାରାତ୍ମକ ପଦକ୍ଷେପ ଯାଇନାହିଁ । ସ୍ଥାନୀୟ ରାଜ୍ୟ ମାନେ ବି ନିଦାବିଷ୍ଣୁ ସାଜିଛ ଅସନ୍ତୋଷ ଜନ ଆନ୍ଦୋଳନ ନେବା ସମ୍ଭାବନା ପ୍ରକାଶ ପାଇଛି.