କିଶୋରୀ ମାନଙ୍କ ଆତ୍ମରକ୍ଷା ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):କିଶୋରୀ ବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା,ଅଶ୍ଳୀଳ ଇଙ୍ଗିତ ରୁ ରକ୍ଷା ପାଇବା ପାଇଁ ବାଲେଶ୍ୱର ପୌରାଞ୍ଚଳ ସମ୍ମ୍ୱନୀତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନନ୍ୟା ସ୍ଥାନୀୟ ମ୍ୟୁନିସପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଜାଇଛି.ଏହି କାର୍ଯ୍ୟକ୍ରମ ରେ ଚ଼ାଳିଶ ରୁ ଉର୍ଦ୍ଧ କିଶୋରୀ ବାଳିକା ତାଲିମ ନେଇଥିଲେ.ସୁମନା ନନ୍ଦୀ ଓ ତୃପ୍ତିଲତା ସାହୁ ତାଲିମ ପ୍ରଦାନ କରିଥିବା ବେଳେ ପରିଦର୍ଶିକା ଶୁଭଶ୍ରୀ ଦାଶ ଓ ମଧୁଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.


