ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହୋଇଛି ଚୋରା ସୁନା । ଏହି ଚୋରା ସୁନା ବ୍ୟାଙ୍କକରୁ ଆସୁଥିବା କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସୁନା ଚାଲାଣ ଘଟଣାରେ କଷ୍ଟମ ବିଭାଗ ୨ଜଣ ବଙ୍ଗୀୟ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଜବତ ସୁନାର ଓଜନ ୨୭୯ଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ।