ହୋଣ୍ଡାର ୧ଠଠଠତମ ଡିଲର ନେଟୱର୍କ ଉତ୍ସବ ପାଳନ

ନୂଆଦିଲ୍ଲୀ, (ଏଜେନ୍ସି): ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପଞ୍ଜାବ, ମୋହାଲି ଜିଲ୍ଲାର ଜିରାକ୍ପୁର ଠାରେ ୧୦୦୦ତମ ସ୍ୱତନ୍ତ୍ର ସ୍ୱୀକୃତିପ୍ରାପ୍ତ ଡିଲର ଖୋଲାଯାଇଥିବା ଉଲ୍ଲେଖ କରାଯାଇଛି । ଏଠାରେ ବିକ୍ରି, ସେବା, ସ୍ପେୟାର ଏବଂ ସୁରକ୍ଷା ଭଳି ଚାରି ପ୍ରକାର ସୁବିଧା ଗ୍ରାହକଙ୍କୁ ମିଳିବ । ଭାରତୀୟ ଦୁଇ ଚକିଆ ଯାନ ଶିଳ୍ପରେ ହୋଣ୍ଡା ଏକମାତ୍ର କମ୍ପାନୀ ଯାହା ଏହାର ଡିଲର ନେଟ୍ୱର୍କକୁ ଦ୍ୱିଗୁଣିତ କରିଛି । ବିଗତ ୫ ବର୍ଷରେ କମ୍ପାନୀ ୩୩୦୦ ନୂଆ ଟଚ୍ ପଏଣ୍ଟ ଖୋଲିଛି । ଏହାକୁ ମିଶାଇ ହୋଣ୍ଡାର ମୋଟ ଟଚ୍ ପଏଣ୍ଟ ସଂଖ୍ୟା ୬୦୦୦ତମରେ ପହଞ୍ôଚଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ