ଦୋକାନରେ ଲାଗିଲା ନିଆଁ ପୋଡ଼ିଗଲା ସମସ୍ତ ସାମାନ

କୁକୁଡାଖଣ୍ଡି,(ବିଭୂନନ୍ଦନ ପଣ୍ଡା): ଲାଠି ଗ୍ରାମର ପଂଚାୟତ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଥିବା ଏକ ଦୋକାନରେ ଲାଗିଲା ନିଆଁ, ନିଆଁରେ ପୋଡି ଛାରଖାର ହୋଇଗଲା ଚାରୋଟି ଦୋକାନ, ହଟାତ ବିଳମ୍ବିତ ରାତିରେ ହୋଇଥିଲା ଭୟଙ୍କର ଶବ୍ଦ, ଗ୍ରାମବାସୀ ଉଠି ଦେଖିଲା ବେଳକୁ ପଂଚାୟତ କାର୍ଯ୍ୟାଳୟ ନିକଟରେ ନିଆଁ ଜଳୁଥିବା ଦେଖିଥିଲେ, ଗ୍ରାମବାସୀ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଆୟତ୍ତ କରି ପାରି ନଥିଲେ, ଶେଷରେ ଦମକଳ ବାହିନୀକୁ ଖବର ଦେବାପରେ ବ୍ରହ୍ମପୁର ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ କରିଥିବା ଗ୍ରାମବାସୀ କହିଛନ୍ତି, କେଉଁ କାରଣ ରୁ ନିଆଁ ଲାଗିଲା ଖବର ଲେଖିବା ପର୍ଯ୍ୟନ୍ତ କାରଣ ଅଶ୍ୱଷ୍ଟ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ