ଜଳଛତ୍ରର ଶୁଭାରମ୍ଭ
ବାଲେଶ୍ବର (ସରୋଜ ପଣ୍ଡା) ସ୍ଥାନୀୟ ଚାନ୍ଦମାରି ପଡିଆ ବସ୍ତି ଅଞ୍ଚରେ ସ୍ୱାସ୍ଥ୍ୟ, ପରିମଳ ପାଇଁ କାର୍ଯ୍ୟ କରୁଥିବା ଗାୟତ୍ରୀ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଏକ ଜଳ ଛତ୍ର ଆରମ୍ଭ କରାଯାଇଛି. ଏହି ଜଳ ଛତ୍ରରେ ପଥ ଚାରି ମାନଙ୍କୁ ପାଣି, ଦହି ସର୍ବତ ଓ ଓ ଆର ଏସ ଦ୍ରବଣ ବଣ୍ଟନ କରାଯାଉଛି.ଅନୁପମା ଦାଶ ,ସୁସ୍ମିତା ଦାଶମଙ୍ଗରାଜ,ମଞ୍ଜୁଲତା ଟୁଡୁ,ମାନସୀ ବେହେରା,ଆକସ୍ମିତା ପାଣିଗ୍ରାହୀ,ସୁଜାତା ବେହେରା,ଓ ମହିଳା ଆରୋଗ୍ୟ ସମିତିର ସଭ୍ୟା ମାନେ ଏହି ଜଳ ଛତ୍ର କୁ ପରିଚାଳନା କରୁଛନ୍ତି.