ପୌରପାଳିକା ସ୍ୱଚ୍ଛ ସାଥୀଙ୍କ ଦାବୀ ପ୍ରତିଶ୍ରୁତି ଦେଲେ ନିର୍ବାହୀ ଅଧିକାରୀ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):ଯୋଡ଼ା ପୌରପାଳିକା ଅଧିନରେ ଥିବା ୧୪ ଗୋଟି ୱାର୍ଡ ର ସ୍ୱଚ୍ଛସାଥୀ ଭାବରେ କାର୍ଯ୍ୟରତ ମା ଭଉଣୀ ମାନଙ୍କୁ ଦୀର୍ଘଦିନରୁ ତାଙ୍କ କାର୍ଯ୍ୟ ଅନୁଯାୟୀ ତାଙ୍କର ଉଚିତ୍ ପ୍ରାପ୍ୟ  ମିଳୁନଥିଲା ଓ ବିଭିନ୍ନ ପ୍ରକାର କାମରେ ନିୟୋଜିତ କରାଯାଉଥିଲା ଏବଂ ଯୋଡ଼ା ପୌରପାଳିକାର ପୌରଦକ୍ଷ ଓ ନିର୍ବାହୀ ଅଧିକାରୀଣି ଙ୍କୁ ସମସ୍ତ ସମସ୍ୟା ବିଷୟରେ ଅବଗତ କରେଇଲା ପରେ ମଧ୍ୟ ତାଙ୍କର ଉଚିତ୍ ପ୍ରାପ୍ୟ ମିଳୁନଥିଲା ତେବେ ଶେଷରେ ସମସ୍ତ ସ୍ୱଚ୍ଛସାଥୀ ଭଉଣୀ ମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର୍ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ କେନ୍ଦୁଝର ସ୍ତିତ ମଣ୍ଡୁଆ ଠାରେ ଥିବା ଅଭିଯୋଗ ପ୍ରୋକୋଷ୍ଟ ରେ ଅଭିଯୋଗ ଦେଲା ପରେ ତାଙ୍କର ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଯୋଡ଼ା ପୌର ନିର୍ବାହୀ ଅଧିକାରୀଣୀ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ